ତିନି ସରକାରୀ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ : ଦେଶରେ ଆଉ ତିନିଟି ସରକାରୀ ବ୍ୟାଙ୍କର ମିଶ୍ରଣ ହେବ। ସେହି ତିନି ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଏହି ସୂଚନା ଦେଇଛନ୍ତି। ଏହି ତିନି ବ୍ୟାଙ୍କର ମିଶ୍ରଣ ହେଲେ ଏହା ହେବ ତୃତୀୟ ବୃହତ ବ୍ୟାଙ୍କ। ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହୋଇଥିବା ବେଳେ ଦ୍ୱିତୀୟ ବଡ଼ ବ୍ୟାଙ୍କ ହେଉଛି ଏଚ୍‌ଡିଏଫ୍‌ସି … Continue reading ତିନି ସରକାରୀ ବ୍ୟାଙ୍କର ମିଶ୍ରଣ